ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ

ଚନ୍ଦକା ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଜଙ୍ଗଲ ସଫାରୀ ଯାନ ଲୋକର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ…

Read More

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ ଭୁନନେଶ୍ୱର (ଏନ୍‍.ଏମ୍‍.): ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡି’ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ସ୍କୁଲ ଆଣ୍ଡ ମାସ ଏଜୁକେଶନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଅନନ୍ତ…

Read More

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ ବାଲେଶ୍ୱର (ଏନ୍‌.ଏମ୍‌.): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ । ସେ ତାଙ୍କର…

Read More

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ । ଏହି ସୁବିଧାକୁ ପ୍ରେସ କ୍ଲବଠାରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ସେବା ପାଇପାରିବେ । ଅନ୍ୟପକ୍ଷରେ ଏହା ବୈଷୟିକର ନୂଆଯୁଗ ଆରମ୍ଭ ହେଲା ବୋଲି…

Read More

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ

୫୮ତମ ପଶ୍ଚିମାଞ୍ଚଳ ବିକାଶ ପରିଷଦ ବୈଠକ ପରିଷଦ କାମ କରୁଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟକ୍ଷମ ହେଲା କ୍ଷେତ୍ର କାର୍ଯ୍ୟାଳୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପଶ୍ଚିମାଞ୍ଚଳ ବିକାଶ ପରିଷଦର ୫୮ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୂତ ଏହି ବୈଠକରେ ୫୭ତମ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଥିଲା । ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ ଗୋଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି । ଏଗୁଡ଼ିକୁ ଅଧିକ ମାନବସମ୍ବଳ ଯୋଗାଇ…

Read More

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ

ମହାନଦୀ ବିହାରରେ ଓପନ ଜିମର ଶିଳାନ୍ୟାସ କଟକ(ଏନ୍‌.ଏମ୍‌.): ମହାନଦୀ ବିହାର ସ୍ଥିତ ସେଲିବ୍ରେସନ ମଣ୍ଡପ ବିଜୁ ପଟ୍ଟନାୟକ ପାର୍କ ଠାରେ ସିଏମସି ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଓପନ ଜିମ ଓ ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ ଘଡ଼ାଇ, ୱାର୍ଡ ସଭାପତି ରମେଶ ଚନ୍ଦ୍ର…

Read More

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’ କଟକ(ଏନ୍‌.ଏମ୍‌.): ନୂତନ ବର୍ଷକୁ ସ୍ୱଗତ ଜଣାଇ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ବାଘମଙ୍ଗଳା ଫାଉଣ୍ଡେସନ ଅଣ୍ଟାଭଡ଼ିଛି । ସମ୍ପ୍ରତି କରୋନା କାଳରେ କ୍ଷତିଗ୍ରସ୍ଥ ଅସହାୟଙ୍କ ଦୁଃଖ ଦୁର୍ଦ୍ଦଶାକୁ ପାଖରୁ ଦେଖିଥିବା କିଛି ଯୁବଗୋଷ୍ଠୀଙ୍କ ମନ ଭିତରେ ରହି ଯାଇଛି ଅସୁମାରୀ ସ୍ୱପ୍ନ । ତାକୁ ସାକାର କରିବା ତଥା ଜନସାଧାରଣକୁ ସହାୟତା ଯୋଗାଇ ଦେବା ପାଇଁ ନୂଆ ବର୍ଷରୁ ଏହି…

Read More

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାରର ବହୁପୁରାତନ କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ ସ୍ଥିତ ନିଉଗୋଆ ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚ୍‌ର ଛାତ୍ର ସୁଧାଂଶୁ ରଂଜନ ପରିଜାଙ୍କ ସହଯୋଗରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଏକତ୍ରୀତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହ ସ୍କୁଲର ବିତିଥିବା ଛାତ୍ରଜୀବନ ସଂପର୍କରେ ଆଲୋଚନା କରିଥିଲେ । ମହାମାରୀ କରୋନାର ଭୟାବହତା ଥିବାରୁ ୧୯୯୧…

Read More

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ କଟକ(ଏନ୍‌.ଏମ୍‌.): ଖବରକାଗଜ ହକର ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରିବା ପରିପ୍ରେକ୍ଷୀରେ ଆଜି କଟକ ବାଦାମବାଡ଼ି ଖବରକାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀ କମ୍ୟୁନିଟ ହଲରେ ଆୟୋଜିତ ସାଧାରଣ ସଭାରେ ସମସ୍ତ ହକରମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଦୀର୍ଘଦିନର…

Read More

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ ସୁବର୍ଣ୍ଣପୁର(ଏନ୍‌.ଏମ୍‌.): ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ୍‍ ଅନ୍ତର୍ଗତ ଧର୍ମଶାଳା ଠାରେ ମହାନଦୀ କୂଳରେ ନିର୍ମିତ କପିଳେଶ୍ୱର ଚାରିଟେବୁଲ ହସ୍‍ପିଟାଲ ଆସନ୍ତା ୨୭ ତାରିଖ ଦିନ ଲୋକାର୍ପିତ ହେବାକୁ ଯାଉଛି । ଏହି ଅଞ୍ଚଳବାସୀଙ୍କର ବିଭିନ୍ନ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ଅଭିଜ୍ଞ ଓ ପ୍ରବୀଣ ବିଶେଷଜ୍ଞ ଡାକ୍ତର ଦଳ ହସ୍‍ପିଟାଲରେ ସମର୍ପିତ ସେବା ଯୋଗାଇଦେବା ପାଇଁ…

Read More

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ସର୍ବଭାରତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ…

Read More

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା

ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ତଥା ହିନ୍ଦ୍ ମଜ୍‌ଦୁର ସଭାର ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ପ୍ରଭାତ ତ୍ରିପାଠୀଙ୍କ ୭୦ତମ ଜୟନ୍ତୀ ସମାରୋହ ଅବସରରେ ରକ୍ତଦାନ ଶିବିର ଓ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ଚାଲିଛି, ପୁଞ୍ଜିପତିମାନଙ୍କ ପକ୍ଷରୁ ଧାରାବାହିକ ଭାବେ ଶ୍ରମିକମାନଙ୍କ ଉପରେ ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଗଣଆନ୍ଦୋଳନ ଗଢ଼ି ତୋଳିବା ପାଇଁ ପ୍ରଭାତ ତ୍ରିପାଠୀ ସମ୍ବର୍ଦ୍ଧନାର ଉତ୍ତରରେ…

Read More