ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ
ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ କଟକ(ଏନ୍.ଏମ୍.): ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ ସ୍ଥାନୀୟ ଖାନନଗର ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କଟକ ଜିଲ୍ଲାର ସମସ୍ତ ସଦସ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଆଗାମୀ ଦିନରେ ସ୍ୱଜାତୀୟ ପରିବାରର ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତେ ଏକଜୁଟ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥି ସହିତ ପ୍ରତି ବ୍ଲକସ୍ତରୀୟ…
