ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ବାବାଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବରେ କଳସ ଶୋଭାଯାତ୍ରା
ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ବାବାଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବରେ କଳସ ଶୋଭାଯାତ୍ରା #ଜଗତପୁର(ଏନ୍.ଏମ୍.): ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ସାଇ ମନ୍ଦିର ଦ୍ୱାଦଶ ବାର୍ଷିକ ଉତ୍ସବର ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ମହାନଦୀରୁ ଜଳ ପୂର୍ଣ୍ଣ କଳସୀରେ ଜଳ ଆଣି ଜଗତପୁର ଫାଣ୍ଡି ଛକ, ଗୟାନା ଛକ, ନଜରପୁର, ଭୂବନପୁର ଓ ଫକିରପୁର ପଣ୍ଡାସାହି ଦେଇ ଯଜ୍ଞସ୍ଥଳରେ…
