ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ୩ରଥ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ
ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ୩ରଥ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ ପୁରୀ(ଏନ୍.ଏମ୍.): ପ୍ରବଳ ଖରା ଓ ଗରମକୁ ଖାତିର ନକରି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଯୋଗଦେବା ପାଇଁ ଦେଶ ବିଦେଶରୁ ଧାଇଁ ଆସିଛନ୍ତି ଅଗଣିତ ଶ୍ରଦ୍ଧାଳୁ । କଥାରେ ଅଛି ଦୋଳେଶ୍ଚ ଦୋଳଗୋବିନ୍ଦ, ଚାପେଶ୍ଚ ମଧୁସୂଦନ ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ । ଅର୍ଥାତ ରଥରେ ପ୍ରଭୁଙ୍କ ଦର୍ଶନ କଲେ ମୋକ୍ଷ ମିଳିଥାଏ । ତେଣୁ…
