କଟକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା
କଟକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା #କଟକ(ଏନ୍.ଏମ୍.): କଟକର ବିଭିନ୍ନ ସ୍ଥାନରେପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଯୋବ୍ରା ଠାରେ ରଥାରୂଢ଼ ଜଗନ୍ନାଥଙ୍କୁ ମାଉସୀମା ଘରୁ ସ୍ୱ ମନ୍ଦିରକୁ ଅଣାଯାଇଥିଲା । ଆଜି କଟକରେ ସମସ୍ତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ବାହୁଡ଼ାଯାତ୍ରାରେ ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ଓ ସୂଦର୍ଶନଙ୍କୁ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି । ଆସନ୍ତା କାଲି ସୁନାବେଶ ଓ ପରେ ଅଧରପଣା ଲାଗି ହେବା…
