ଶିଶୁଙ୍କ ବିକାଶ ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଶିଶୁଙ୍କ ବିକାଶ ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ ଭୁବନେଶ୍ୱର(ଏନ୍.ଏମ୍.): ଆଗାମୀ ଦିନରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦିଆଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।…
