ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ବିଏମସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆଲୋଚନା: ଅଧା ରହିଥିବା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ #ଭୁବନେଶ୍ୱର(ଏନ୍.ଏମ୍.): ବର୍ଷା ପାଇଁ ଅଧା ରହିଥିବା କିମ୍ବା ବର୍ଷାରେ ଖରାପ ହୋଇଥିବା ରାସ୍ତା ଓ ଡ୍ରେନ କାମ ଆରମ୍ଭ କରିବାକୁ ନିର୍ଦେଶ । କେବଳ ରାସ୍ତା କି ଡ୍ରେନ କାମ ନୁହେଁ, ବିତ୍ୟୁତ୍ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମୁଖ୍ୟାଳୟସ୍ଥିତ ଏକାମ୍ର…
