ଗଡଗଡିଆ ଘାଟ ଭୁଶୁଡି ପଡିବା ଘଟଣା:୭ ଦିନ ଭିତରେ ପୁନଃନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତି କରିବାକୁ ମେୟରଙ୍କ ଚିଠି
ଗଡଗଡିଆ ଘାଟ ଭୁଶୁଡି ପଡିବା ଘଟଣା:୭ ଦିନ ଭିତରେ ପୁନଃନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତି କରିବାକୁ ମେୟରଙ୍କ ଚିଠି #କଟକ(ଏନ୍.ଏମ୍.): ମହାନଦୀର ଗଡଗଡିଆ ଘାଟକୁ ନୂଆ ରୂପ ଦେବା ପାଇଁ ମହାନଦୀ କାଠଯୋଡ଼ି ସିଷ୍ଟମ ପକ୍ଷରୁ ଗତବର୍ଷ ଗଡଗଡିଆ ଘାଟ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଏହା ଦ୍ୱାରା କାର୍ତ୍ତିକ ମାସ ଡଙ୍ଗା ଭସା, ବୋଲ ବମ ଏବଂ ବାଲିଯାତ୍ରା ଭଳି ବଡ଼ ବଡ଼ ଉତ୍ସବରେ ଏହି ଘାଟଟି ବଡ଼ ସହାୟକ ହେଉଥିଲା । ତେବେ…
