ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା #କଟକ(ଏନ୍‌.ଏମ୍‌.): ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲ ଅତ୍ୟନ୍ତ ଅମାନୁଷିକ ଏବଂ ଅଦ୍ଭୂତପୂର୍ବ ଆକ୍ରମଣ ଚଳାଇ ରଖିଛନ୍ତି । ଜାତିସଂଘରେ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରସ୍ତାବ ବହୁ ମତରେ ଗୃହିତ ହୋଇଥିଲେ ମଧ୍ୟ ଆମେରିକା ନିଜେ ଭୋଟ ନଦେବା ଏବଂ ତାର କାର୍ଯ୍ୟକାରିତା ଉପରେ ଭିଟୋ ପ୍ରୟୋଗ କରିବା ବିରୋଧରେ ଆଜି କଟକରେ ବିଭିନ୍ନ ବାମପନ୍ଥୀ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି ।…

Read More

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ #ଖୋର୍ଦ୍ଧା (ଏନ୍‌.ଏମ୍‌.): ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଣ୍ଡାୟତ କ୍ଷତ୍ରିୟ କଳକୀ ସେନା ରାଜ୍ୟ ସଭାପତି ଯୋଗିନାଥ ବଳିୟାରସିଂଙ୍କ କରକମଳରେ ଉଦଘାଟନ ହୋଇଥିବାବେଳେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ଦିଲ୍ଲୀ ମୁଖ୍ୟ…

Read More

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ ସୁଯୋଗ ଅଭାବରେ ବଣମଲ୍ଲୀ ପରି ଝରିପଡୁଥିବା ପ୍ରତିଭାର ବିକାଶ ହିଁ ମୂଳ ଉଦ୍ଦେଶ୍ୟ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ମହାବିଦ୍ୟାଳୟରେ ନୃତ୍ୟ, ସଂଗୀତ, ସାହିତ୍ୟ, କ୍ରୀଡା ଓ ସମାଜସେବା ପରି ସମନ୍ୱିତ ଯୁବ ବିକାଶମୂଳକ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା,…

Read More

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା

ଶିଶୁକୁ କୁକୁର ଝୁଣି ଖାଇବା ଘଟଣା; ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ପୁରୀ ପୌରପାଳିକା #କଟକ (ଏନ୍‌.ଏମ୍‌.): ଜଣେ ଶିଶୁକୁ କୁକୁର ଝୁଣି ଖାଇବା ନେଇ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ପୁରୀ ପୌରପାଳିକା । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୬ ମସିହାରେ ଡିସେମ୍ବର ମାସରେ ଏକ ୪ ବର୍ଷର ଶିଶୁ ପୁତ୍ରକୁ…

Read More

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି ଲୋକସଭା ବୈଠକରେ ପଶିଗଲେ ୨ଅଜଣା ଯୁବକ, ହାତରେ ଗ୍ୟାସ ନିର୍ଗତ ସାମଗ୍ରୀ ଧରି ଧାଇଁଲେ ଏଣେତେଣେ #ନୂଆଦିଲ୍ଲୀ(ଏଜେନ୍ସି): ଆଜିକୁ ୨୨ବର୍ଷ ତଳେ ସଂସଦ ଆକ୍ରମଣ ଘଟଣାର ବାର୍ଷିକ ଦିବସ ଥିବାବେଳେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି ଦେଖାଦେଇଛି । ତେବେ ପୂର୍ବରୁ ଡିସେମ୍ବର ୧୩ତାରିଖକୁ ଖଲିସ୍ଥାନୀ ଆତଙ୍କ ବାଦୀଙ୍କ ପକ୍ଷରୁ ଟାର୍ଗେଟ ଦିଆଯାଇଥିବା ବେଳେ ଆଜି ୧୩ତାରିଖ ଏବଂ ୨ଜଣ ଅଜଣା ଯୁବକ ହଠାତ ସଂସଦରେ…

Read More

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ମହାନଗର ନିଗମର ପକ୍ଷରୁ ଉଠା ଦୋକାନ ଉଛେଦ ଓ ଭଙ୍ଗା ରୁଜା ବିରୋଧରେ ଏଆଇଟିୟୁସି ସହବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ସହ ଅଶୋକ ନଗର ଜନପଥ ଠାରେ ରାସ୍ତା ରୋକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବିଏମସିର ମେରୀ ରାୟ ଶାସନ ବିରୋଧରେ ଉଠା ଦୋକାନୀମାନେ ଐକ୍ୟବଦ୍ଧ ଭାବେ ଏକ ଶୋଭାଯାତ୍ରାରେ ଯାଇ ରାଜମହଲ…

Read More

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ଡିସେମ୍ବର ମାସର ଶେଷ ସୁଦ୍ଧା ମୋଦିଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ସୂଚନା ଦେଇଛନ୍ତି । ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଗସ୍ତରେ ସମ୍ବଲପୁରରେ ଥିବା ୩ଟି ସରକାରୀ କାର୍ଯ୍ୟକ୍ରମରେ…

Read More

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର #କଟକ(ଏନ୍‌.ଏମ୍‌.): “କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ରାଶି ୫୦୦ ଟଙ୍କା ପରିବର୍ତ୍ତେ ଅନ୍ୟୁନ ୧୫୦୦/ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ସ୍ଥିତ ତହସିଲଦାର ଟାଙ୍ଗୀ-ଚୌଦ୍ୱାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ସମ୍ପ୍ରତି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଦିଆଯାଉଥିବା ଭତ୍ତା ରାଶି…

Read More

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ୮ ନମ୍ବର ୱାର୍ଡରେ ହେଲ୍ପ ଏଜର ଇଣ୍ଡିଆ, ନିୟୁଦିଲ୍ଲୀ ତରଫରୁ ଆଦମୀ ପ୍ରେମଜୀ ଫାଉଣ୍ଡେସନ ଏବଂ ମୟୂରଭଞ୍ଜ ଜିଲ୍ଲାର ସ୍ୱେଚ୍ଛାସେବୀ ସଂସ୍ଥା ଆରଡିଏସି ମିଳିତ ଆନୁକୂଲ୍ୟରେ ରାଜ୍ୟ ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳଙ୍କ କର କମଳରେ ଏକ ଜରାନିବାସ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ମହତ ସାମାଜିକ ସେବା କାର୍ଯ୍ୟକ୍ରମରେ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଜନତା…

Read More

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ #କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଆଜି ସିଏମସି ୨୨ ନମ୍ବର ୱାର୍ଡ଼ର ତିନିକୋଣିଆ ବଗିଚା ସ୍ଥିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ପରିସରରେ ପ୍ରଥମ ପର୍ଯ୍ୟାୟରେ ଶୀତ ବସ୍ତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ସିଏମସି ସଫେଇ କର୍ମଚାରୀମାନଙ୍କୁ ଶୀତ ବସ୍ତ୍ର ବିତରଣ କରାଯାଇଛି ।…

Read More

ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩

ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩ ସର୍ବଭାରତୀୟ ସ୍ତରରେ ୪୦ ବର୍ଷରୁ କମ୍ ୪୦ ଲୋକ ସମ୍ପର୍କ ପ୍ରଫେସନାଲଙ୍କୁ ମାନ୍ୟତା #ଭୁୁବନେଶ୍ୱର(ଏନ୍‌.ଏମ୍‌.): ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସୋସିଆଲ ପ୍ଲାଟଫର୍ମ ଟ୍ରୋପେଲ୍ ଡଟ୍ କମ୍ ପକ୍ଷରୁ ସଫଳତାର ସହ ଇଣ୍ଡିଆଜ ରିଜିଓନାଲ୍ ପିଆର୍ ଆୱାର୍ଡସ୍ ୪୦ ଅଣ୍ଡର ୪୦ର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗାଚରଣ ସାମଲଙ୍କୁ ପୁରସ୍କୃତ କରାଯାଇଛି…

Read More

ବକେୟା ପ୍ରାପ୍ୟ, ନିଯୁକ୍ତି ଦାବିରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବ କର୍ମଚାରୀ ସଂଘ

ବକେୟା ପ୍ରାପ୍ୟ, ନିଯୁକ୍ତି ଦାବିରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବ କର୍ମଚାରୀ ସଂଘ #କଟକ(ଏନ୍‌.ଏମ୍‌.): ଆଠଗଡ଼ସ୍ଥିତ ମାହେଶ୍ୱରୀ ଇସ୍ପାତ କାରଖାନାକୁ ଚକ୍ରାନ୍ତ କରି ବନ୍ଦ କରି ଦିଆଯାଇଛି । କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ଦେବାରେ କମ୍ପାନୀ କର୍ତ୍ତୃକ୍ଷ ଟାଳଟୂଳ ନୀତି ଅବଲମ୍ବନ କରିବା ଦ୍ୱାରା ଶ୍ରମିକ ପରିବାର ଏବେ ହତାସ ହୋଇ ପଡ଼ିଛନ୍ତି । ତେବେ ଏହାର ପ୍ରତିବାଦରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାକୁ ଭାରତୀୟ ମଜଦୁର ସଂଘ(ବିଏମଏସ) ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ…

Read More