କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ (ଏଜେନ୍ସି): କରୋନା ଟିକା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି । ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି ।…

Read More

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଟକ (ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ସେବା ହିଁ ସଂଗଠନ ଅନ୍ୟତମ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂରଣ ହେତୁ କେନ୍ଦ୍ରୀୟ ବିଜେପି ଯୋଜନା ଅନୁସାରେ ଓ ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସାରା…

Read More

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ କଟକ(ଏନ୍.ଏମ୍.): ଜନସେବାରେ ନିଜକୁ ଉସôର୍ଗ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ଜନସେବା ଆଗେଇ ଚାଲିଛି । ଏହି ସଂସ୍ଥା ସହରରେ ସେବା କରୁଥିବା ବେଳେ ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ସୂଚନାଥାଉ କି, ବାତ୍ୟା ୟାସ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷକରି ବାଲେଶ୍ୱର ଜିଲ୍ଲା ବେଶ ପ୍ରଭାବିତ ହୋଇଥିଲା ।…

Read More

କଟକ ପୁଲିସର ସାଇବର ଫ୍ରଡ ହେଲ୍ପ ଡେସ୍କକୁ ସଫଳତା

ଅଢେଇ ମାସରେ ୧୪ ଜଣ ଫେରସ୍ତ ପାଇଲେ ସାଢେ ୫ଲକ୍ଷ କଟକ (ଏନ୍.ଏମ୍.): ଲକଡାଉନ ଯୋଗୁ ଅଧିକାଂଶ ଲୋକେ ‘ୱାର୍କ ଫ୍ରମ ହୋମ’ ବା ଘରେ ରହି ଅନଲାଇନରେ ଅଫିସ କାର୍ଯ୍ୟ କରୁଛନ୍ତି । ଏହି ସୁଯୋଗରେ ସାଇବର ଠକମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କ ସର୍ବସ୍ୱ ଲୁଟି ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ‘ସାଇବର ଫ୍ରଡ ହେଲ୍ପ ଡେସ୍କ’ ନାମରେ ଏକ ସେଲ ଖୋଲାଯାଇଛି । ଯେଉଁଥିରେ…

Read More

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ ଭୁବନେଶ୍ୱର(ଏନ୍.ଏମ୍.): କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଛନ୍ତି । ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ୍ ।…

Read More

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ତଥାପି କମିନି ବିପଦ : ପ୍ରଦୀପ୍ତ କୁମାର ମହାପାତ୍ର

ଭୁବନେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମେ’ମାସ ୨୨ତାରିଖରେ ସର୍ବାଧିକ ୧୨,୮୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ବାତ୍ୟା ପାଇଁ କୋଭିଡ ଟେଷ୍ଟ କରାଯିବାରେ ସମସ୍ୟା ସୃଷ୍ଟି ହେବାରୁ ଟେଷ୍ଟ ପରିମାଣ କମିଯାଇଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ ହ୍ରାସ ପାଇଛି…

Read More

ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ

ଚୌଦ୍ୱାର ପୌରପାଳିକା ଅଂଚଳ ରେ ରାସନ ସାମଗ୍ରୀ ବଣ୍ଟନ ରେ ହେରଫେର ଅଭିଯୋଗ ଚୌଦ୍ବାର (ଏନ୍.ଏମ୍.): ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡ ହିତାଧିକାରୀ ଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବ ରେ ଚାଉଳ ବଣ୍ଟନ କରାଯାଉଥିଲା | ଉକ୍ତ ଅଂଚଳ ର କିଛି ବ୍ୟକ୍ତି ଚାଉଳ ନେଇ ଓଜନ କରିବାରୁ ପ୍ରତ୍ୟେକ ଙ୍କ ର ୨ କେଜି ରୁ ୩ କେଜି ରୁ ଉର୍ଦ୍ଧ୍ବ ଚାଉଳ କମ ଥିବା…

Read More

ସହରରେ ଥିବା କୋଭିଡ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ

ସମ୍ପର୍କୀୟ ପାଇପାରିବେ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ କଟକ(ଏନ୍.ଏମ୍.): ସହରରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଟିକିନିକି ଖବର ସେମାନଙ୍କ ସମ୍ପର୍କୀୟ ମାନେ ପାଇ ପାରିବେ । ପୂର୍ବରୁ ରୋକୀଙ୍କ ସମ୍ପର୍କୀୟ ମାନେ ତଥ୍ୟ ପାଇବା ଲାଗି ହନନ୍ତସନ୍ତ ହେବାକୁ ପଡୁଥିଲା । ଏବେ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । ସୁବିଧାରେ ରୋଗୀଙ୍କ ତଥ୍ୟ ପାଇବେ । ଏଥିଲାଗି ସିଏମସି ପକ୍ଷରୁ ପ୍ରତି କୋଭିଡ ହସ୍ପିଟାଲରେ ୨୪ଘଣ୍ଟିଆ ହେଲ୍ପ ଡେକ୍ସର ବ୍ୟବସ୍ଥା କରାଯିବା…

Read More

ମହାମାରୀ, ବାତ୍ୟା ସମୀକ୍ଷା ସହ ରୂପାନ୍ତର ନିମନ୍ତେ ଜିଲ୍ଳାପାଳଙ୍କ ୫ଟି ବିଦ୍ୟାଳୟ ପରିଦର୍ଶନ

କଟକ(ଏନ୍.ଏମ୍.): ଜିଲ୍ଲାରେ କୋଭିଡ ମହାମାରୀ ତଥା ୟାସ ବାତ୍ୟା ମୁକବିଲା ନିମନ୍ତେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟେହ ତତ୍ତ୍ୱାବଧାନରେ ପ୍ରଶାସନିକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଜିଲ୍ଳାପାଳଙ୍କ ନିଦେ୍ର୍ଧଶରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦ୍ୱାରା ପ୍ରାୟତଃ ହଜାରେରୁ ଉର୍ଦ୍ଧ୍ୱ ବହୁତ ଗ୍ରାମ ଏବେବି କରୋନା ପ୍ରଭାବରୁ ବଞ୍ଚôତ ହୋଇ ଗ୍ରୀନ ଜୋନରେ ରହିଛନ୍ତି ବୋଲି…

Read More

ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

କଟକ (ଏନ୍.ଏମ୍.) : ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ସ୍ୱର୍ଗତ ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ମହାନଦୀ ବିହାରସ୍ଥିତ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା । ପରେ ପରେ ଗୀତା, ବାଇବେଲ, କୋରାନ ଆଦି ପାଠ କରାଯାଇଥଲା । ଉକ୍ତ ସଭାରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନୀ…

Read More

ମୁଖ୍ୟମନ୍ତ୍ରୀ କେଜିରୱାଲଙ୍କ ଘୋଷଣା ଦିଲ୍ଲୀରେ ଆରମ୍ଭ ହେବ ତାଲା ଖୋଲିବା ପ୍ରକ୍ରିୟା

ନୂଆଦିଲ୍ଲୀ(ଏଜେନ୍ସି): ରାଜଧାନୀ ନୂଆଦିଲ୍ଲୀ ପ୍ରଥମେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ଅଣାୟତ ପରିସ୍ଥିତି ସୃଷ୍ଟି ହେବାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି କରାଯାଇଥିଲା । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ବହୁ ଉଦ୍ୟମ…

Read More

କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏବଂ ଅନ୍ୟତମ ଫାର୍ମା କମ୍ପାନୀ ଡକ୍ଟର ରେଡିସର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା କମ୍ପାନୀ ପକ୍ଷରୁ ରଖାଯାଇଛି । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ମେ’ ୨୧ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ…

Read More