ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କରୋନା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ
ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କରୋନା ପ୍ରଭାବିତଙ୍କୁ ରିଲିଫ ବଣ୍ଟନ # କଟକ(ଏନ୍.ଏମ୍.): ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କୋହଳ କରାଯାଇ ସପ୍ତାହାନ୍ତ ସର୍ଟଡାଉନକୁ ହଟାଇ ଦିଆଯାଇଥିଲେ ମଧ୍ୟ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ଏବେ ବି ସୁଧୁରି ପାରିନାହିଁ । ଦୀର୍ଘ ଦିନ ଧରି ରୋଜଗାର ହରାଇବା ପରେ ଲୋକେ ଆଜିବି ଆର୍ଥିକ ସଂକଟରେ ବସବାସ କରୁଛନ୍ତି । ଏପରିକି ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡ଼ୁଛି । ତେବେ ଜନସାଧାରଣଙ୍କ…
