କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ରାଜ୍ୟସରକାରଙ୍କ ପାଣ୍ଠିରୁ ଦିଆଗଲା ୬୮.୧୩ କୋଟି
କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ରାଜ୍ୟସରକାରଙ୍କ ପାଣ୍ଠିରୁ ଦିଆଗଲା ୬୮.୧୩ କୋଟି ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ଥମିନଥିବାବେଳେ ନୂଆ ଭାରିଅଣ୍ଟ ଓମିକ୍ରନ ମୁଣ୍ଡ ବିନ୍ଧାକୁ ବଢ଼ାଇଦେଇଛି । ଅବଶ୍ୟ ରାଜ୍ୟରେ ଏଯାଏ ଓମିକ୍ରନ ଚିହ୍ନଟ ନହେବା ସୌଭାଗ୍ୟର ବିଷୟ । ତେବେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ ଏଥି ପାଇଁ ରାଜ୍ୟବାସୀ ନିଜେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ତେବେ ଏଥିପାଇଁ ବହୁ ଗରିବ…
