ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି ଜଗତପୁର (ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଜଗତପୁର ଲକ୍ଷ୍ମଣପୁର ଗ୍ରାମରେ ଡ୍ରେନେଜ ନିର୍ମାଣକୁ ନେଇ ଗ୍ରାମବାସୀମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଅଞ୍ଚଳପ୍ରତି ସିଏମସିର ସର୍ବଦା ଅବହେଳା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି କାଳ ହୋଇଛି । ସିଏମସି ପ୍ରତି ୱାର୍ଡରେ ପିଇବା ପାଇଁ ଭଲ ପାଣି, ଭଲ ରାସ୍ତା ଓ ଦୁଷିତ ଜଳ ନିଷ୍କାସନ…

Read More

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ? ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଅମୃତ ଯୋଜନା ମାଧ୍ୟମରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ଦିଗହରା ହେବାରେ ଲାଗିଛି । ଏହି ଯୋଜନା ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ପାଣି ପାଇପ ବିଛା ଯାଇଥିଲେ ମଧ୍ୟ ଜନସାଧାରଣଙ୍କୁ ଏଯାଏ ପାନୀୟଜଳ ଯୋଗାଣ କରାଯାଇ ପାରିନଥିବା ଭଳି ସଂଗୀନ ଅଭିଯୋଗ…

Read More

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୃଷକ ବଜାର ପାଣିଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଟକ(ଏନ୍‌.ଏମ୍‌.): କଟକ ବିଡ଼ାନାସୀ କୃଷକ ବଜାର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଅଞ୍ଚଳ ଲୋକେ ସେପଟେ ଯିବା ବେଳେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାପରେ ଥାନାକୁ ଖବର ଦିଆଯିବା ପରେ ସ୍ଥାନୀୟ ବିଡାନାସୀ ପୁଲିସ ମୃତଦେହକୁ ଜବତ କରିବା ସହ ତହନ୍ତ ଆରମ୍ଭ କରିଛି । ତେବେ ଏହି ଯୁବତୀ ଜଣକ…

Read More

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ କଟକ(ଏନ୍‍.ଏମ୍‍.): କରୋନା ସଂକ୍ରମଣ ଲାଗି କଟକ ବଡ଼ମେଡ଼ିକାଲ(ଏସସିବି)ରେ ଅସ୍ତ୍ରୋପଚାର ବନ୍ଦ ହୋଇ ରହିଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ଏସସିବିରେ ପୁଣି ଏକ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମ କିଡନୀ ପ୍ରତିରୋପଣ କରାଯାଇଛି । ଅଙ୍ଗଦାନ କରିଥିବା ୧୫ ବର୍ଷିୟା ବାଳିକା ଜଣକ ମୃତ୍ୟୁ ପରେ…

Read More

ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ

ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ ଆଠଗଡ଼ (ଏନ୍‍.ଏମ୍‍.): ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶା ସରକାର ସମ୍ବାଦପତ୍ର ବିକ୍ରେତା (ହକର)ମାନଙ୍କୁ ସ୍ୱୀକୃତି ଦେଇଛନ୍ତି । ତଦନୁଯାୟୀ ଆଠଗଡ ଉପଖଣ୍ଡର ପ୍ରଥମ ପର୍ଯ୍ୟାୟରେ ୫୯ଜଣ ସମ୍ବାଦପତ୍ର ବିକ୍ରେତାଙ୍କୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ୬ଜଣଙ୍କୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭରେ କଟକରେ ଏକ ଭବ୍ୟ ସମାରୋହରେ ପରିଚୟ ପତ୍ର ପ୍ରଦାନ ସହ କିଛି ଅନୁଦାନ ରାଶି ବଣ୍ଟନ କରିଥିଲେ । ସେହିଭଳି ଆଜି ଏକ କାର୍ଯ୍ୟକ୍ରମରେ…

Read More

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର

ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର ଜଗତସିଂହପୁର(ଏନ୍‍.ଏମ୍‍.): ଜଗତପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତରେ ଜଣେ ମହିଳା ୱାର୍ଡ଼ମେମ୍ବର ପୋଡ଼ିଯାଇ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଧରପୁର ଗ୍ରାମପଞ୍ଚାୟତର ୧ନମ୍ବର ୱାର୍ଡରେ ଏହି ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ସୁଚନାନୁଯାୟୀ, ଉକ୍ତ ୱାର୍ଡ଼ର ସୁର ସେଠୀଙ୍କ ପତ୍ନୀ ସରସ୍ୱତୀ ସେଠୀ(୫୨) ଚାଳଛପର ଘରେ ରୋଷେଇ କରୁଥିବା…

Read More

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଚୌଦ୍ୱାର(ଏନ୍‍.ଏମ୍‍.): ଜନସାଧାରଣଙ୍କୁ ସୁରକ୍ଷା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଘୋଷଣା ହୋଇଥିବା ପୁଲିସ ସହାୟତା କେନ୍ଦ୍ର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ତେବେ ଏହି ପ୍ରକଳ୍ପର ବିଳମ୍ବ ସମ୍ପର୍କରେ କାହାରି ପାଖରେ ସନ୍ତୋଷ ଜନକ ଉତ୍ତର ମିଳୁନଥିବା ନେଇ ଏହି ଘୋଷଣା କେବଳ ପାଣି ଫୋଟକାଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ…

Read More

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ବାଲ୍ମୀକିନଗର ସେକ୍ଟର ୧୩ ଆଦିବାସୀ ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ଆଦିବାସୀ ସମାଜ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡେପୁଟୀ ମେୟର ସୁଶ୍ରୀ ମାଝୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଡେପୁଟି…

Read More

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି । ସିଏମସି ଅନ୍ତର୍ଗତ ୫୯ଟି ଯାକ ୱାର୍ଡ଼ରେ କିଛିନାକିଛି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରିବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବିଶେଷ କରି…

Read More

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ ବାଲେଶ୍ୱର(ଏନ୍‌.ଏମ୍‌.): ସ୍ୱାମୀଙ୍କ ଶେଷ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାକୁ ଆସିଛନ୍ତି ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ସ୍ୱାମୀ ଯାହା ଭାବିଥିଲେ, ତା’କୁ ସେ ଜୀବିତାବସ୍ଥାରେ ପୂରଣ କରି ପାରି ନଥିଲେ । କିନ୍ତୁ ସ୍ୱାମୀଙ୍କ ଅବର୍ତ୍ତମାନରେ ପତ୍ନୀ ଉକ୍ତ ସ୍ୱପ୍ନକୁ ପୂରଣ କରିଛନ୍ତି । ଏହି ଚର୍ଚ୍ଚିତ ବ୍ୟକ୍ତି…

Read More

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଭୁବନେଶ୍ୱର(ଏନ୍‌.ଏମ୍‌.) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ…

Read More

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସମୁଦ୍ର କୂଳରେ ଅନୁଷ୍ଠିତ ହୋଇଯାଇଛି ବିଚ କନେକ୍ଟ (ସଂଯୋଗ:ସ୍ୱର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ । ଏହି ଅବସରରେ ଆଜି ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ…

Read More