କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ
କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ କୋଣାର୍କ(ଏନ୍.ଏମ୍.): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ଉଦଘାଟିତ ହୋଇଛି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣି ମଣ୍ଡପ । ୨୦୧୮ ମସିହାରେ ତତକାଳିନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ବିଭିନ୍ନ ସମସ୍ୟା ପାଇଁ ନିର୍ଧାରିତ ସମୟ ମଧ୍ୟରେ କଲ୍ୟାଣି ମଣ୍ଡପଟିର କାର୍ଯ୍ୟ ଶେଷ ହୋଇ ପାରିନଥିଲା । ଇତି ମଧ୍ୟରେ ୫ ବର୍ଷ ବତି ଯାଇଛି । ପ୍ରାୟ…
