ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ #କଟକ(ଏନ୍.ଏମ୍.): ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ସବର୍ଣ୍ଣମାନଙ୍କ ଭୟରେ ସଦର ଥାନା ଉତ୍ତମାପୁର ତୋଟାସାହିର ଦଳିତ ମହିଳାମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୬ ତାରିଖରେ ଏହି ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟ ଗଣ୍ଡଗୋଳରେ ଦଳିତ ମହିଳାମାନଙ୍କୁ ଜାତିଗତ ଆକ୍ଷେପ ଆକ୍ରମଣ କରିବା ନେଇ ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ପୁଲିସ ଏହି ଅଭିଯୋଗକୁ ପଞ୍ଜିକରଣ କରିନଥିବା ବେଳେ…
