ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ
ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ ସାମ୍ବାଦିକ ସମ୍ମିଳନୀରେ ନିର୍ଯ୍ୟାତନାର କାହାଣୀ କହିଲେ ଶ୍ରେୟା ପୁରୀ/କଟକ(ଏନ୍.ଏମ୍.): ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି । ପତି-ପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନାଁ ଧରୁନି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଦେବାରେ ଲାଗିଛନ୍ତି । ଏ ନେଇ ପ୍ରଥମେ କଟକ ମହିଳାଥାନାରେ ଅଭିଯୋଗ ହେବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା…
