ଗୁଳିକାଣ୍ଡରେ ରକ୍ତ ରଞ୍ଜିତ ହେଲା ବହଳଦା: ଜଣକୁ ମାଡ଼ିବସିଲେ ଗ୍ରାମବାସୀ, ମାଉଜର ସହ ୬ ଗୁଳି ଜବତ
ଗୁଳିକାଣ୍ଡରେ ରକ୍ତ ରଞ୍ଜିତ ହେଲା ବହଳଦା: ଜଣକୁ ମାଡ଼ିବସିଲେ ଗ୍ରାମବାସୀ, ମାଉଜର ସହ ୬ ଗୁଳି ଜବତ #ରାଇରଙ୍ଗପୁର(ଏନ୍.ଏମ୍.): ଦିନକୁ ଦିନ ଅଶାନ୍ତ ହେଉଛି ବାମନଘାଟୀ ଉପଖଣ୍ଡ । ପଡୋଶୀ ଝାଡଖଣ୍ଡ ଅଞ୍ଚଳର ଦୁବୃର୍ତ୍ତଙ୍କ ଚରାଭୂଇଁ ପାଲଟିଛି ବାମନଘାଟୀ ଉପଖଣ୍ଡର ସିମାନ୍ତ ଅଞ୍ଚଳ । ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାଇପାସ ରୋଡ଼ ପାର୍ଶ୍ୱ କୁଲଗି ଛକ ନିକଟରେ ଘଟିଛି ଗୁଳିକାଣ୍ଡ । ୩ ଅଜଣା ଦୁବୃର୍ତ୍ତ ଏକ ପଲସର ବାଇକରେ ଆସି ଜନୈକ ବ୍ୟକ୍ତିଙ୍କ…
