ଜଳ ସମ୍ପଦ ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ: ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ
ଜଳ ସମ୍ପଦ ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ: ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ କଟକ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ (ୱାଲମି) ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ୱାଲମିର ବିଭିନ୍ନ ପ୍ରଶିକ୍ଷଣ ଶ୍ରେଣୀଗୃହ, ସମ୍ମିଳନୀ କକ୍ଷ ଓ ପ୍ରଶାସନିକ କୋଠା ପରିଦର୍ଶନ କରି କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।…
