ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା
ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା #ଭଦ୍ରକ(ଏନ୍.ଏମ୍.): ବାସୁଦେବପୁର ବିଜେପି ପକ୍ଷରୁ ରକ୍ତ ତୀର୍ଥ ମଣ୍ଡଳମହା ସମାବେଶ ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ ।…
