ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ
ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ #ଚୌଦ୍ୱାର(ଏନ୍.ଏମ୍.): ଦୀର୍ଘ ଦିନ ଧରି ଦାବି କରି ଆସୁଥିବାବେଳେ ସେମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ନଦେବା ଯୋଗୁଁ କାର୍ଯ୍ୟରତ କାରା କର୍ମଚାରୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନିଖିଳ ଓଡିଶା କାରା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ ପାଞ୍ଚଦଫା ଦାବିରେ ୧୩ ତାରିଖ ଠାରୁ କାରା କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ଡିୟୁଟି…
