କୁହୁଳୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ: ଦଲାଲଙ୍କ କବ୍ଜାରେ ଠାକୁର ସମ୍ପତ୍ତି !
କୁହୁଳୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ: ଦଲାଲଙ୍କ କବ୍ଜାରେ ଠାକୁର ସମ୍ପତ୍ତି ! #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଲପଡ଼ା ଗ୍ରାମ ପଞ୍ଚାୟତରେ ଠାକୁର ସମ୍ପତ୍ତି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । କିଛି ଦଲାଲ ଚକ୍ରାନ୍ତ କରି ଉକ୍ତ ଜମିକୁ ଯୋରଜବରଦସ୍ତ ମାଡ଼ି ବସିଛନ୍ତି । ସୂଚନା ମୁତାବକ କୟଲପଡ଼ା ଗ୍ରାମରେ ଥିବା ଲକ୍ଷ୍ମୀ ନାରାୟଣ ଦେବୋତ୍ତର ଜମିକୁ ଉକ୍ତ ଗ୍ରାମର ୨ଜଣ ଦଲାଲ ଚଞ୍ଚକତା କରି ବିକ୍ରି ଉଦ୍ଦେଶ୍ୟରେ ଯୋର୍ ଜବରଦସ୍ତ ସେଠାରେ ନିର୍ମାଣ ଧିନ କାର୍ଯ୍ୟ…
