ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ
ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ ଭୁବନେଶ୍ୱର(ଏନ୍.ଏମ୍.): କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଛନ୍ତି । ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ୍ ।…
