ଡିଜିପିଙ୍କ ଉପସ୍ଥିତିରେ ୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ଡିଜିପିଙ୍କ ଉପସ୍ଥିତିରେ ୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ମାଲକାନଗିରି (ଏନ୍.ଏମ୍.): ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଥିବାବେଳେ ତାଙ୍କ ଉପସ୍ଥିତିରେ ୨ଜଣ କୁଖ୍ୟାତ ମାଓବାଦୀ ତଥା ମାଓ କମାଣ୍ଡର ରାମେ ପୋଦିଆମୀ ଓରଫ ସବିତା ଓ ରାଇଧର ଧୁରୁଆ ଆଜି ଆତ୍ମସମର୍ପଣ କରିଛନ୍ତି । ସବିତା ତମନପଲ୍ଲୀ ଗ୍ରାମ, ଟିଗଲ ପଞ୍ଚାୟତ ମାଲକାନାଗିରି ଜିଲ୍ଲାର ଓ ସେ ୨୦୦୦ ମସିହାରେ ସିପିଆଇ(ମାଓଇଷ୍ଟ) ପାର୍ଟିରେ ଯୋଗଦେବା ପରେ ବିଭିନ୍ନ ତାଲିମ ନେଇ କମାଣ୍ଡର ପାଲଟି ଯାଇଥିଲେ ।…
