ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ
ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ #ଭୁବନେଶ୍ୱର(ଏନ୍.ଏମ୍.): ବିଏସକେୱାଇ ନବୀନ କାର୍ଡ଼ ପାଇଁ ରାଜ୍ୟସରକାର ଏସଓପି ଜାରି କରିଛନ୍ତି । ତେବେ ନିୟମିତ ସରକାରୀ ଚାକିରିଆ ହୋଇଥିଲେ ଏହି ସେବା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । ରାଜ୍ୟ ସରକାରରେ ଚାକିରି ନିୟମିତ ହୋଇଥିବା କର୍ମଚାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ନବୀନ କାର୍ଡ ପାଇଁ ଆବେଦନ କରିପାରିବେ । ଏହି କାର୍ଡ ପାଇଁ ଆଉ…
