କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ
କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ କୋଣାର୍କ (ଏନ୍.ଏମ୍.): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ପ୍ରସିଦ୍ଧ ଦେବୀପୀଠ ମା ଭଗବତୀ ପୀଠକୁ ରାସ୍ତା ପ୍ରଶସ୍ତିକରଣ ଯୋଜନା ନିମନ୍ତେ ରାଜ୍ୟ ସରକାର କ୍ରୀଡା ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଶିଳାନ୍ୟାସ କରିବାର ୨ମିନିଟ ପରେ ଦୃବର୍ତ୍ତମାନେ ଏହି ଫଳକକୁ ଭାଙ୍ଗି ଦେବା ଘଟଣା କୋଣାର୍କରେ ମନ୍ତ୍ରୀ ଶ୍ରୀ ବେହେରା ବିରୋଧାଭାସର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶଯେ…
