ଇଚ୍ଛାପୁର ଗ୍ରାମ ପାହାଡରୁ ଚୋରାରେ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି
ଇଚ୍ଛାପୁର ଗ୍ରାମ ପାହାଡରୁ ଚୋରାରେ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବି ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ଅଧିନ ଖଳିସାହି ପଞ୍ଚାୟତର ଇଚ୍ଛାପୁର ଗ୍ରାମ ନିକଟସ୍ଥ ପାହାଡରୁ ମାଫିଆମାନେ ଆଖପାଖ ଅଞ୍ଚଳକୁ ଅବାଧରେ ମୋରମ ଚାଲାଣ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଚୋରାରେ ମୋରମ ଚାଲାଣ ଯୋଗୁଁ ପାହାଡ ଓ ତତ୍ସଂଲଗ୍ନ ସଂରକ୍ଷିତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳର ପରିବେଶବିତମାନେ ଏ ନେଇ ଉଦ୍ବେଗ ପ୍ରକାଶ କରିବା ସହ ତହସିଲ କର୍ତୃପକ୍ଷଙ୍କ…
