ସିଏମସିର ବିଫଳତା: କର୍ପୋରେଟର ଓ ୱାର୍ଡ଼ବାସୀ ନିଜ ହାତରେ ସଫେଇ କଲେ ରାସ୍ତାଘାଟ
ସିଏମସିର ବିଫଳତା: କର୍ପୋରେଟର ଓ ୱାର୍ଡ଼ବାସୀ ନିଜ ହାତରେ ସଫେଇ କଲେ ରାସ୍ତାଘାଟ #କଟକ(ଏନ୍.ଏମ୍.): ସମ୍ପ୍ରତି ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ନିମନ୍ତେ କଟକ ସହର ସଜେଇ ହେଉଥିବାବେଳେ ସଫେଇ କାର୍ଯ୍ୟ ବିଫଳ ହୋଇଛି । ଦୁଇ ଦିନ ଧରି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସଫେଇ କାର୍ଯ୍ୟ ବନ୍ଦ ଥିବାବେଳେ ଆଜି ସ୍ଥାନୀୟ କର୍ପୋରେଟର, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଯୁବବର୍ଗ ନିଜ ୱାର୍ଡ଼କୁ ହାତରେ ସଫେଇ କରିବା ସହ ସିଏମସି ବିଭାଗୀୟ ଅଧିକାରୀଙ୍କ…
