କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ
କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ #ଆଠଗଡ଼(ଏନ୍.ଏମ୍.): କଖଡି ୟୁଥ୍ କ୍ଲବ ପକ୍ଷରୁ ୨୦ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ମହାବୀର ପଡିଆ (ଘାଟକୂଳ) ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପ୍ରତିନିଧି ତଥା ୩ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । କଖଡି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦିଲୀପ ଛତାର, ବିଜେଡି ସଭାପତି ରଞ୍ଜନ କୁମାର ମୁଦୁଲି, ବରିଷ୍ଟ ଶିକ୍ଷକ ବସନ୍ତ କୁମାର…
