ଆନ୍ତର୍ଜାତିକ ମହିଳା ଦିବସ
ଆନ୍ତର୍ଜାତିକ ମହିଳା ଦିବସ ପୌରାଣିକ ଓ ଐତିହାସିକ ପୃଷ୍ଠା ଓଲଟାଇଲେ ମହିଳା ମାନଙ୍କ ବୀରତ୍ୱ, ସାହସର କିର୍ତ୍ତି ସ୍ପଷ୍ଟ ପ୍ରକଟିତ: ଜିଲ୍ଲାପାଳ #କୋଣାର୍କ/ପୁରୀ (ଏନ୍.ଏମ୍.): ମହିଳାମାନେ ସମାଜର ପ୍ରଗତିର କର୍ଣ୍ଣଧାର । ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ…
