ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ: ଆଜି ଅପରାହ୍ନଣ ୨ଟାରୁ ଅନ୍‌ଲାଇନ୍ ଟିକଟ ବୁକିଂ

ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ: ଆଜି ଅପରାହ୍ନଣ ୨ଟାରୁ ଅନ୍‌ଲାଇନ୍ ଟିକଟ ବୁକିଂ କଟକ(ଏନ୍‌.ଏମ୍‌.): ଡିସେମ୍ବର ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ଟିକଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଅନଲାଇନ ଟିକଟ ବୁକିଂ ଆରମ୍ଭ ହୋଇଛି ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ୍‌’ ଏବଂ ୱେବସାଇଟରେ ଲୋକେ ଟିକଟ ବୁକ୍ କରିପାରିବେ। ଏଥର ମାତ୍ର ୨ହଜାର ଟିକଟ ଅନଲାଇନରେ ଉପଲବ୍ଧ ହେବ। ଆଜି…

Read More

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟିତ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତିଭଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍ ଉଦ୍‌ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ…

Read More

କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ

କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ #କଟକ/ଚୌଦ୍ୱାର(ଏନ୍‌.ଏମ୍‌.): କଟକ ସିଡିଏ ସେକ୍ଟର -୭ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଏବଂ ହକି ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡା ଭିତିଭୂମି ସମୂହର ଉଦଘାଟନ କରିବା ଅବସରରେ କଟକର ଚୌଦ୍ୱାର, ନୂଆବଜାର, ଗୋପାଳପୁର ଏବଂ ସିଡିଏଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟନ କରିଥିବାବେଳେ ସିଡିଏ ଠାରେ ହକି ଷ୍ଟାଡିୟମକୁ ଲୋକାର୍ପିତ…

Read More

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିଜୀ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଶାମଣି ଦେଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ତେବେ ପାଠ ପଢା ସହିତ ସାମାଜିକ କାମ ଓ ଅନ୍ୟାନ୍ୟ କ୍ଷେତ୍ର ଯଥା ନାଚ, ଗୀତ,…

Read More

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌(ଓସିଏ) ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା ଅନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ର ଆଜି ଅନୁଷ୍ଠିତ ୩ଟି ମ୍ୟାଚ୍‌ରେ ଓଲ୍‌ଡ ଷ୍ଟିୱାର୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଓ କେମ୍ବ୍ରିଜ୍ ସ୍କୁଲ ବିଜୟୀ ହୋଇଛନ୍ତି । ସନ୍‌ସାଇନ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଲଡ୍ ଷ୍ଟିୱାର୍ଟ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ୨୦୫…

Read More

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା #କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା ଟିଏସ୍‌କେଏଫଆଇ (ଟ୍ରାଡିସନାଲ ସୋଟୋକମ୍ କରାଟେ ଫେଡେରେସନ ଅଫ ଇଣ୍ଡିଆ) କରାଟେ -୨୦୨୪ ପ୍ରତିଯୋଗୀତା ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଉଦଘାଟନୀ ହୋଇଯାଇଥିବାବେଳେ ୭ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଟିଏସକେଏଫଆଇର ନିର୍ଦ୍ଦେଶକ ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଯୋଗୀତାରେ ଭାରତ ବର୍ଷର ଓଡିଶା, ମହାରାଷ୍ଟ୍ର, ଛତିଷିଗଡ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ୫ବର୍ଷରୁ ଆରମ୍ଭ କରି ୪୦ ବର୍ଷ ପର୍ଯ୍ୟନ୍ତ…

Read More

ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ

ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ #ଭଦ୍ରକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବାସୁଦେବପୁର ପଞ୍ଚାୟତ ସମିତି ଅଧୀନରେ ଥିବା ନବଘନ ସ୍ନାତକ କଲେଜ କରଞ୍ଜାଡ଼ିଆରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ…

Read More

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ #ନିଶ୍ଚିନ୍ତକୋଇଲି(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନସ୍ଥ ବ୍ରାହ୍ମଣଖଣ୍ଡ ସିଲୋ ଠାରେ ଥିବା ସାଧୁବଟ ଆବାସିକ ବିଦ୍ୟାମନ୍ଦିର (ଗୁରୁକୁଳ)ର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ପଟ୍ଟନାୟକ ଯୋଗଦେଇ ଗୁରୁକୁଳ ଶିକ୍ଷା ଛାତ୍ରର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା…

Read More

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ #କଟକ(ଏନ୍‌.ଏମ୍‌.): ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପ ଦ୍ୱାରା ଆୟୋଜିତ ବାଙ୍ଗାଲୋର ଠାରେ ହେଉଥିବା ସାଉଥ ଇଣ୍ଡିଆ କପ-୨୦୨୩ରେ ବୟସ ୬/୭ ବର୍ଷ ବାଳକ ବର୍ଗ ରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କଟକର ଶ୍ରେୟାନ୍ସ କାଟା ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କଟକ ତଥା ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରେୟାନ୍ସ…

Read More

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ

ଜାତୀୟ ଓ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡୋ ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ଖେଳାଳିଙ୍କ ବାଜିମାତ #କଟକ(ଏନ୍‌.ଏମ୍‌.): ଗୁଜୁରାଟ ସୁରଟର ଭିଏନଏସଜିୟୁ ୟୁନିଭର୍‌ସିଟିରେ ୧୪ତମ ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ଏବଂ ୧୫ତମ ଅକ୍ଷୟ କୁମାର ଅନ୍ତର୍ଜାତୀୟ କୁଡ଼ୋ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ୨୮ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ୨୮ଟି ରାଜ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଜାତୀୟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଶୁଭ୍ରଜ୍ୟୋତି ସେନାପତି, ପିପ୍ପଳ ମୈତ୍ରୀ, ଶୁଭଶ୍ରୀ ସ୍ୱାଇଁ,…

Read More

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ #ଅହମ୍ମଦାବାଦ(ଏଜେନ୍ସି): ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିଆନର ଟାଇଟଲ ହାସଲ କରିଛି । ଭାରତୀୟ ଖେଳାଳୀମାନେ ଦେଶବାସୀଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ବିଜୟର ଧାରା ବଜାୟ ରଖିଥିବାବେଳେ ଫାଇନାଲ ମ୍ୟାଚରେ ପ୍ରଦର୍ଶନ କରିଥିବା କ୍ରୀଡ଼ା ନୈରାଶ୍ୟ ଜନକ ଥିଲା । ଅହମ୍ମଦାବାଦର…

Read More