ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ
ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ ଗଜପତି(ଏନ୍.ଏମ୍.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାୟନୀୟର କମ୍ପାନୀ ଅନ୍ୟତମ । ଏହି ସଂସ୍ଥାର ନିଜସ୍ୱ ଉଦ୍ଭାବନ ବିହନ ଚାଷୀଙ୍କୁ ଅଧିକ ଅମଳ ଦେଉଥିବା ଯୋଗୁଁ ଚାଷୀମାନେ…
