ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି
ବଢ଼ିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ଭୁବନେଶ୍ୱର (ଏନ୍.ଏମ୍.) : ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଥିବା ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଖରିଫ ଋତୁ ପାଇଁ ଚାଲିଥିବା ପଞ୍ଜିକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ପ୍ରତିଶତ କମ୍ ଚାଷୀ ପଞ୍ଜିକରଣ କରିଛନ୍ତି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ସାଢ଼େ ୪ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରି ନଥିବା ଯୋଗୁଁ ଏହାକୁ ନେଇ ସରକାରଙ୍କ…
