ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର
ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର କଟକ(ଏନ୍.ଏମ୍.): ଆଜି କଟକ ମହାନଗର ନିଗମ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ବିରୋଧୀ ଦଳ ନେତା ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସିଏମସି ଆୟୁକ୍ତଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା ‘ଆସାନି’ ବାତ୍ୟା ମୁକାବିଲା ପାଇଁ ପ୍ରତିକାର ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ସହରର ମୁଖ୍ୟନାଳ ବକ୍ସି ବଜାର…
