‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ

‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନକରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ…

Read More

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କେନ୍ଦ୍ରାପଡା/ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଏହାକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, କେନ୍ଦ୍ରାପଡା ଜିଲ୍ଲାପାଳଅମ୍ରିତ୍ ଋତୁରାଜ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର…

Read More

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି ଜଗତପୁର (ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଜଗତପୁର ଲକ୍ଷ୍ମଣପୁର ଗ୍ରାମରେ ଡ୍ରେନେଜ ନିର୍ମାଣକୁ ନେଇ ଗ୍ରାମବାସୀମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଅଞ୍ଚଳପ୍ରତି ସିଏମସିର ସର୍ବଦା ଅବହେଳା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି କାଳ ହୋଇଛି । ସିଏମସି ପ୍ରତି ୱାର୍ଡରେ ପିଇବା ପାଇଁ ଭଲ ପାଣି, ଭଲ ରାସ୍ତା ଓ ଦୁଷିତ ଜଳ ନିଷ୍କାସନ…

Read More

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ?

କଟକରେ ଅମୃତ ଯୋଜନା ଦିଗହରା: ପାଇପ ଲାଇନ ପାଇଁ ରାସ୍ତା ଖୋଳାଯାଇଥିବା ରାସ୍ତା ମରାମତି କେବେ? ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଅମୃତ ଯୋଜନା ମାଧ୍ୟମରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ଦିଗହରା ହେବାରେ ଲାଗିଛି । ଏହି ଯୋଜନା ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ପାଣି ପାଇପ ବିଛା ଯାଇଥିଲେ ମଧ୍ୟ ଜନସାଧାରଣଙ୍କୁ ଏଯାଏ ପାନୀୟଜଳ ଯୋଗାଣ କରାଯାଇ ପାରିନଥିବା ଭଳି ସଂଗୀନ ଅଭିଯୋଗ…

Read More

ବାରହା ଆକ୍ରମଣରେ ମହିଳା ଗୁରୁତର

ବାରହା ଆକ୍ରମଣରେ ମହିଳା ଗୁରୁତର ଆଠଗଡ଼ (ଏନ୍‌.ଏମ୍‌.): ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ବାରାହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ମହିଳା ଜଣଙ୍କ ହେଲେ ଚାରିମା ଗଡସରା (୫୫)ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଗୁରୁଡିଝାଟିଆ ପଞ୍ଚାୟତ ଡେରା ଗ୍ରାମର ଡୁକା ଗଡସରାଙ୍କ ସ୍ତ୍ରୀ ଚାରିମା ଗଡସରା ଶାଳପତ୍ର ତୋଳିବା ପାଇଁ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ବାରାହା ଆକ୍ରମଣ ଅତର୍କିତ ଆକ୍ରମଣ…

Read More

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ ଖୋର୍ଦ୍ଧ(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ…

Read More

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ

ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ ଆଠଗଡ଼(ଏନ୍‌.ଏମ୍‌.): ବାତ୍ୟା ଆସିଲେ ପ୍ରଥମେ ଖୋଜା ପଡେ ବାତ୍ୟା ଆଶ୍ରୟସ୍ଥଳ । ସରକାର ହୁଅନ୍ତୁ ବା ଜନସାଧାରଣ ପ୍ରଥମେ ବାତ୍ୟା ଆଶ୍ରୟସ୍ଥଳକୁ ଖୋଜିଥାନ୍ତି । ବିଶେଷ କରି କଚ୍ଚା ଘରେ ବସବାସ କରୁଥିବା ଜନସାଧାରଣ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଥାନ୍ତି । ଘର ଛପର ଉଡ଼ିଯିବା ସହ ଜୀବନ ପ୍ରତି ମଧ୍ୟ ବିପଦ ଆଶଙ୍କା ଥାଏ । ଏଥି ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ସ୍ୱତନ୍ତ୍ର…

Read More

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳସମ୍ପଦ ବିଭାଗ ସମ୍ପର୍କିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଳସମ୍ପଦ ବିଭାଗ ଅଧୀନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀ ଦାସବର୍ମା ଉପସ୍ଥିତ ଯନ୍ତ୍ରୀ ତଥା ଅଧିକାରୀମାନଙ୍କୁ ଖୁବ୍‌ଶୀଘ୍ର ପ୍ରକଳ୍ପ…

Read More

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି ଜଗତସିଂହପୁର (ଏନ୍‌.ଏମ୍‌.): ତିର୍ତ୍ତୋଲ ବ୍ଲକ ଅଧୀନ ମହାନଦୀରେ ତାର୍ତ୍ତୋଲ ଠାରୁ କୃଷ୍ଣାନନ୍ଦପୁର ଓ ପାଇକା ନଦୀର କୋଲର ପଞ୍ଚାୟତ କେଶରଡ଼ା ଠାରୁ କୃଷ୍ଣାନନ୍ଦପୁର, ତାର୍ତ୍ତୋଲ ଠାରୁ ହଂସୁରା ବାଲିକଣି ଓ କୋଲର ପଞ୍ଚାୟତ କେଶରଡ଼ା ଠାରୁ ଉକୁସାହିଠାରେ ମଣିଜଙ୍ଗା ଜଳସମ୍ପଦ ଅଧୀନରେ ଚାଲିଛି ପଥର ପ୍ୟାକିଙ୍ଗ, ସ୍ପରିଙ୍ଗ କାର୍ଯ୍ୟ । ଏହି କମରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀ…

Read More

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାରେ ଉଠା ଜଳ ସେଚନ ପ୍ରକଳ୍ପ ପାଇପି ବିଛା ଓ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଧୀନରେ କରାଯାଉଥିବା ଉଠାଜଳସେଚନ ଯୋଜନରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ହେଉଥିବା ନେଇ ସୂଚନା ମିଳିଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଫିସର ଓ ଠିକାଦାରଙ୍କ ସଲାସୁତୁରାରେ ଅତ୍ୟନ୍ତ ନିମ୍ନମାନର ପାଇପି ବିଛା ହେବ…

Read More

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା

ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା ‘ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ରହିବା ଆବଶ୍ୟକ’: ଖାଉଟି କଲ୍ୟାଣ ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ବଜାୟ ରଖିବା ନିମନ୍ତେ ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯ର କିଛି ଧାରାରେ ଦଣ୍ଡ କୋହଳ ସଂଶୋଧନ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମାର ଆବଶ୍ୟକତା ରହିଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ କର୍ମଶାଳାରେ ଯୋଗଦେଇ ଖାଦ୍ୟଯୋଗାଣ…

Read More

ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ

ପୁଣି ତେଜିଲା ଚାଷୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ, ପେନସନ ଆନ୍ଦୋଳନ କଟକ(ଏନ୍‌.ଏମ୍‌.): ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଗୋଟିଏ ପଟେ ସରକାର ଭାଷଣରେ ଓ କଥାରେ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ କହୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଚାଷୀମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ସରକାର ସରକାରୀ କର୍ମଚାରୀ ଓ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ରିହାତି ଅଜାଡି…

Read More