ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ

ସରକାରଙ୍କ କାର୍ଯ୍ୟକୁ ନେଇ ଆଶଙ୍କାରେ ଜନତା ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ ସୁବର୍ଣ୍ଣପୁର (ଏନ୍‌.ଏମ୍‌.): ଜନସାଧାରଣଙ୍କ ସୁଖ ଦୁଃଖରେ ଠିଆ ହେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ପୂର୍ବ ସରକାରଙ୍କ ଭଳି ଏବେ ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏକଦା ଲୋକଙ୍କ ସରକାର କହୁଥିବା ବିଜେପି ଏବେ ଲୋକଙ୍କ ସ୍ୱାର୍ଥ ଶୁଣିବାକୁ ବି ସୁଯୋଗ ଦେଉନଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ପୁଲିସ ବିଭାଗ ମଧ୍ୟ ସରକାରଙ୍କ ପୋଷାଗୁଣ୍ଡା ଭଳି…

Read More

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ @Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ବେତନ ଆଧାରିତ…

Read More

ଜନତା ମଇଦାନରେ ଫେବୃଆରୀ ୧୬ରୁ ୧୮ ଆୟୋଜିତ ହେବ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

ଜନତା ମଇଦାନରେ ଫେବୃଆରୀ ୧୬ରୁ ୧୮ ଆୟୋଜିତ ହେବ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରର ଜନତା ମଇଦାନଠାରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ ଆୟୋଜିତ ହେବ । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳିଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ…

Read More

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା

ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟଧାରାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଭୂମିକାକୁ ବିଶ୍ୱ ବ୍ୟାଙ୍କ ସମେତ ବିଭିନ୍ନ ସଂଗଠନର ପ୍ରଶଂସା #ଭୁବନେଶ୍ୱର (ଏନ୍‌.ଏମ୍‌.): ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ (ଡିଆରଆଇପି)ର କାର୍ଯ୍ୟଧାରାର ସମୀକ୍ଷା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାନୁଆରୀ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ମିଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଡିଭିସି, ୟୁଜେଭିଏନଏଲ…

Read More

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର

ଜନବସତିରେ ଜଙ୍ଗଲି ଜନ୍ତୁ: ଜଗତପୁର ପୀର ବଜାରରୁ ୨ ବାରହା ଉଦ୍ଧାର #ଜଗତପୁର(ଏନ୍‌.ଏମ୍‌.): ଏବେ ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଅଭାବ ଯୋଗୁଁ ଏହି ଜଙ୍ଗଲ ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । କିଛିଦିନ ତଳେ ଜଙ୍ଗଲି ହାତୀ କଟକ ଜିଲ୍ଲା ଜଗତପୁର ଶିଳ୍ପାଞ୍ଚଳରେ ଉତ୍ପାତ ସୃଷ୍ଟି କରିଥିବାବେଳେ ଏବେ ଜଙ୍ଗଲି ବାରହା ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ବାରହା ଦୁଇଟି…

Read More

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି

ମଣ୍ଡି ଖୋଲିବା ପୂର୍ବରୁ ଚାଲିଛି ଧାନ ବିକ୍ରି, ମିଲରେ ଧାନ ଭର୍ତ୍ତି ହୋଇଥିବା ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି #ନୟାଗଡ଼ (ଏନ୍‌.ଏମ୍‌.): ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୭ ତାରିଖରେ ମଣ୍ଡି ଖୋଲିବ, କିନ୍ତୁ ଏହା ପୂର୍ବରୁ ବେଆଇନ ଭାବେ ଜୋରଦାର ଧାନକିଣା ଚାଲିଥିବା ଅଭିଯୋଗ ଆସିଛି । ମଣ୍ଡି ଖୋଲିବା ପୂର୍ବରୁ ମିଲରମାନେ ଚାଷୀଙ୍କ ଠାରୁ ସିଧାସଳଖ କମ୍ ଦରରେ ଧାନ କିଣି ମିଲରେ ଭର୍ତ୍ତି କରିଥିବା ନବନିର୍ମାଣ କୃଷକ ସଂଗଠନ ନୟାଗଡ଼ ଜିଲ୍ଲା ଶାଖା…

Read More

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ

ନୂଆଦିଲ୍ଲୀରେ ଗ୍ଲୋବାଲ ବାୟୋ ଇଣ୍ଡିଆ କନ୍‌କ୍ଲେଭ ‘ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି’: ମନ୍ତ୍ରୀ ଅଶୋକ ପଣ୍ଡା #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୩’…

Read More

ସମ୍ଭାବ୍ୟ ଅଦିନିଆ ବର୍ଷା ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତୁତି

ସମ୍ଭାବ୍ୟ ଅଦିନିଆ ବର୍ଷା ଦୃଷ୍ଟିରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତୁତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୫ତାରିଖରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି । ଏହି…

Read More

ବଙ୍ଗୋପସାଗରରେ ଲଘୁଚାପ: ୧୫ରୁ ୧୯ ପର୍ଯ୍ୟନ୍ତ ଏସଆରସିଙ୍କ ଆର୍ଲଟ

ବଙ୍ଗୋପସାଗରରେ ଲଘୁଚାପ: ୧୫ରୁ ୧୯ ପର୍ଯ୍ୟନ୍ତ ଏସଆରସିଙ୍କ ଆର୍ଲଟ ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ଚେତାଇଦେଲା କୃଷି ବିଭାଗ, ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସୂଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ, ଏହା ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ ।…

Read More

ଛେଚିବ ବର୍ଷା, ୧୪ରେ ଲଘୁଚାପ!

ଛେଚିବ ବର୍ଷା, ୧୪ରେ ଲଘୁଚାପ! ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ, ନଭେମ୍ବର ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬…

Read More

୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ସମବାୟ ବ୍ୟାଙ୍କ ସଭାପତି

୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ସମବାୟ ବ୍ୟାଙ୍କ ସଭାପତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଆମ ଓଡ଼ିଶା ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ଦୋରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର କାର୍ଯଧାରା ସମ୍ବନ୍ଧରେ ଅବଗତ କରିବା ସହ ଚାଷୀଙ୍କୁ ଋଣ ବଣ୍ଟନ ସମ୍ବନ୍ଧରେ ଜଣାଇଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ…

Read More