କରୋନା କଟକଣା ବାଟବଣା: ରାସ୍ତାରେ ଜଗିଛି ପୋଲିସ, ଗଳିକନ୍ଦିରେ ଜମୁଛି ଆସର

କୋର୍ଡ ୱାର୍ଡରେ ବିକି୍ର ହେଉଛି ମଦ, ଗଞ୍ଜେଇ ଓ ଭାଙ୍ଗ କଟକ(ଏନ୍.ଏମ୍.): ସମ୍ପ୍ରତ୍ତି ରାଜ୍ୟରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ଦ୍ରୁତ ହେଉଛି । ଦୈନିକ ୧୦ ହଜାର ଉପରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ମହାମାରୀକୁ ରୋକିବା ଲାଗି ରାଜ୍ୟ ସରକାର ଆସନ୍ତା ୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ତାଲାବନ୍ଦରେ ଜନସାଧାରଣ ଘରେ ରହିବା ଦ୍ୱାରା ସକି୍ରୟ କରୋନା ଚେନକୁ ବ୍ରେକ ଦିଆଯାଇ ପାରିବ । କିନ୍ତୁ…

Read More

ସିଏମସି କର୍ମଚାରୀଙ୍କ କରୋନା କଟକଣାକୁ ଫୁ….

ଚାଲିଥିଲା ମଦ ମାଂସର ଆସର: ଚଢ଼ାଉ କଲା ପୁଲିସ୍ କଟକ (ଏନ୍.ଏମ୍.): କଟକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ କଟକ ସହରରେ କରୋନା ମୁକାବିଲା ନିମନ୍ତେ କଟକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ତାଲାବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇ ଯାଇଥିବାବେଳେ କଟକରେ ଖୋଦ ସିଏମସିର କିଛି କର୍ମଚାରୀଙ୍କ ମଦ ମାଂସ ଆସର ଚାଲିଛି । ସହରର ନଳିନୀ…

Read More

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି : ଗତ ୪ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ ୧୭ ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନ ସାରି ଘରୁ ପଦାକୁ ଚାଲି ଆସିଥିଲେ । ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ…

Read More

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ୨ ବନ୍ଧୁକ ସ୍ମଗଲର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି। ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର…

Read More