ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା
ସୁରତରୁ ୭ ଲକ୍ଷ ଟଙ୍କା ଲୁଟି ଫେରୁଥିଲେ ଓଡ଼ିଶା, ଟ୍ରେନରୁ ଧରାପଡ଼ି ଜେଲଗଲେ ଲୁଟେରା ବ୍ରହ୍ମପୁର(ଏନ୍.ଏମ୍.): ସୁରତରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟି ଓଡ଼ିଶା ଆସୁଥିବାବେଳେ ଟ୍ରେନରୁ ୭ଜଣ ଲୁଟେରା ଧରାପଡ଼ିଛନ୍ତି । ଅପରାଧ ଘଟାଇବା ପରେ ସୁରତ…
