ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ
ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ #ଭୁବନେଶ୍ୱର(ଏନ୍.ଏମ୍.): ଭିଜିଲାନ୍ସ ଜାଲରେ ଏବେ କୋଟିପତି ଆରଟିଓ । ସମ୍ପ୍ରତି ବେଆଇନ ସମ୍ପତ୍ତି ଠୁଳ କରି ଶତାଧିକ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ସମ୍ପୃକ୍ତ ଆରଟିଓ ଜଣକ ନିଜର ସମ୍ପତ୍ତି ତାଲିକା ବଢ଼ାଇ ଚାଲିଥିଲେ । ଏନେଇ ଅଭିଯୋଗ ହେବାପରେ ତାଙ୍କୁ ଧରିଛି ଭିଜିଲାନ୍ସ । ଏହି କୋଟିପତି ବୌଦ୍ଧ ଆରଟିଓ ଜଣକ ହେଉଛନ୍ତି ବସନ୍ତ କୁମାର ମହାପାତ୍ର । ତାଙ୍କର ରାଜଧାନୀରେ ଫ୍ଲାଟ ସାଙ୍ଗକୁ ରହିଛି ସପିଂ ଆଉଟଲେଟ୍ ।…
