ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା
ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା #କଟକ(ଏନ୍.ଏମ୍.): ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଏବେ ଅସୁରକ୍ଷିତ ହୋଇପଡ଼ିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବୋର୍ଡ଼ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା ପାଇଁ ସ୍ୱଚ୍ଛତା ରକ୍ଷା କରିବା ଏବଂ ପ୍ରଶ୍ନପତ୍ର ଲିକ୍ ନହେବା ନେଇ ଯେତେ ପଦକ୍ଷେପ ନେଲେ ମଧ୍ୟ କୁଚକ୍ରି ଗୋଷ୍ଠୀଙ୍କ କବଳରୁ ମୁକୁଳି ପାରୁନି ବୋର୍ଡ଼ । ଅତୀତରେ ମ୍ୟାଟ୍ରିକ…
