Category: ଶିକ୍ଷା ଓ ନିଯୁକ୍ତି

ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !

୨୮ ପର୍ଯ୍ୟନ୍ତ ଘୁଞ୍ଚିଲା ଟାବୁଲେସନ ଯାଞ୍ଚ: ଆସନ୍ତା ୨୯ରୁ ଜୁନ ୭ ମଧ୍ୟରେ ହେବ ମାର୍କ ଅପଲୋଡ କଟକ(ଏନ୍.ଏମ୍.): ଚଳିତ ବର୍ଷ ମେଟି୍ରକ ପରୀକ୍ଷା ଫଳକୁ କେତେକ କାରଣ ଯୋଗୁଁ ଘୁଞ୍ଚାଯାଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ସୂତ୍ରରୁ ଜଣାପଡ଼ିଛି…

ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ନୂଆଦିଲ୍ଲୀ (ଏଜେନ୍ସି): କାଳର ପରିବର୍ତ୍ତନରେ ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର । ଏହି ୱେବ୍ ବ୍ରାଉଜର ଆସନ୍ତା ୨୦୨୨ମସିହାରେ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୨୦୨୧ ମସିହା ଜୁନରେ ଇଣ୍ଟରନେଟ୍…

କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ସହ ବୀମାଭୁକ୍ତ କରିବାପାଇଁ ଦାବି

କଟକ(ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନାର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ଆସନ୍ତା ୨୪ତାରିଖ ଦିନଠାରୁ ଘରକୁ ଘର ବୁଲି କରୋନା ରୋଗୀ ଚିହ୍ନଟ ସର୍ଭେକ୍ଷଣ କରିବାପାଇଁ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି…

ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି

ଭୁବନେଶ୍ବର, ଡିସେମ୍ବର ୨୪ (ଲୋକାଲ ୱାୟାର): ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ୱିଭିଂ ସୁପରଭାଇଜର୍ ଓ ସୁପରିଟେଣ୍ଡେଣ୍ଟ ଆର୍ଟିଷ୍ଟ (ପିଏମ୍ଏଫ୍) ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ୱିଭିଂ…

JEE Main 2021 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା.…