ସିଏମସି ୧ ଓ ୨୫ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ
ସିଏମସି ୧ ଓ ୨୫ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ କଟକ(ଏନ୍.ଏମ.): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୋଭିଡ ସହାୟତା ପ୍ରଦାନ କରାଯାଇଛି । ସିଏମସି ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳ ଓ ୨୫ ନମ୍ବର ୱାର୍ଡÿର ବାସ୍ତରି ମଠ, ଆଖାଡା ଗଳି, ମସ୍ତାନ ଦର୍ଘା, ମଣିସାହୁ ଛକ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ…
