ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା
ଗାଁ ଗାଁରେ କଂଗ୍ରେସର ମାତୃ ଆଶୀର୍ବାଦ ଯାତ୍ରା #ତିର୍ତ୍ତୋଲ (ଏନ୍.ଏମ୍.): ଆଗାମୀ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତା ମାନେ ଭୋଟର ମାନଙ୍କୁ ଆକର୍ଷଣ କରିବାର ପ୍ରୟାସ ଜାରି ରଖିଛନ୍ତି । ଏବେ କଂଗ୍ରେସ ଭଳି ଜାତୀୟ ଦଳ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ତେବେ କେବଳ କଂଗ୍ରେସ କାହିଁକି ରାଜ୍ୟରେ ବିଜେଡି, ବିଜେପି ମଧ୍ୟ ମହିଳା କାର୍ଡ଼ ଖେଳିବା ଆରମ୍ଭ…
