ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କଲେ ସରକାର: ବିଏସ୍କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟବାସୀଙ୍କୁ ଉନ୍ନତମାନର ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟସରକାର ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ତାହା ପ୍ରକୃତରେ ଏକ ଜନକଲ୍ୟାଣ ଯୋଜନା । ଏହି ବ୍ୟବସ୍ଥା ମାଧ୍ୟରେ ଲକ୍ଷାଧିକ ଗରିବ ଜନସାଧାରଣ ଉନ୍ନତମାନର ଚିକତ୍ସାସେବା ବିନା ଟଙ୍କାରେ ପାଇ ପାରୁଛନ୍ତି । ତେବେ ଏହି ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ନିମନ୍ତେ ରାଜ୍ୟ ସରକାର ଅଧିକ ଘରୋଇ…

Read More

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ

ଓଡ଼ିଶା ବିଜେପିର ନୂଆ ସଭାପତି ମନମୋହନ ସାମଲ #ଭୁବନେଶ୍ୱର(ଏନ୍‌.ଏମ୍‌.): ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି…

Read More

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ

ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ #ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ବିଧାୟକ ଓ ମେୟର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ସାବ୍ୟସ୍ତ ହୋଇଥିବା ସାଧାରଣରେ ଅଭିଯୋଗ ଉଠିଛି । ମେୟର ବିଭିନ୍ନ ବସ୍ତି ଅଞ୍ଚଳରେ ରାତ୍ରୀ ଯାପନ କରିବା ଭଳି କାର୍ଯ୍ୟରୁ କୌଣସି ସୁଫଳ ମିଳୁନଥିବାବେଳେ ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି । ସମ୍ପ୍ରତିରେ ସହରର…

Read More

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର

ଆଠଗଡ଼ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ନେଇ ଆଲୋଚନାଚକ୍ର #ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡିଆ ଠାରେ ଆଠଗଡ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ମହିଳା ସଶକ୍ତିକରଣ ସହ ଏ ବର୍ଷର ଥିମ୍ “ଲିଙ୍ଗଗତ ସମତା’, ସ୍ୱାଧିନତା ଆନ୍ଦୋଳନରେ ମହିଳାଙ୍କ ଅବଦାନ, ସାମ୍ପ୍ରତିକ ସାମାଜିକ ରାଜନୈତିକ ପରିପ୍ରେକ୍ଷୀରେ ମହିଳାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି…

Read More

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା #ରାଇରଙ୍ଗପୁର (ଏନ୍‌.ଏମ୍‌.): ଆଗକୁ ଆଉ ବର୍ଷେ ରହିଲା ସାଧାରଣ ନିର୍ବାଚନ । ଏଥିପାଇଁ ବିଜେଡି ପ୍ରଚାର ଓ ପ୍ରସାର ଓ ସାଂଗଠନିକକୁ ଗୁରୁତ୍ୱ ଦେଇଛି । ଦଳର ସବୁଠାରୁ ଶକ୍ତିଶାଳୀ ହେଉଛି ସଂଗଠନ । ଯାହାର ସଂଗଠନ ତୃଣମୂଳ ସ୍ତରରେ ସୁଦୃଢ ସେ ଦଳର ପଲା ଭାରି ସବୁବେଳେ । ରାଜ୍ୟ ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଏବଂ ରାଜ୍ୟ ବିଜେଡି…

Read More

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ସ୍ଥାନୀୟ ନିମପୁର ଖେଳପଡ଼ିଆରେ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜୁ ପଟ୍ଟନାୟକଙ୍କ ଭଳି…

Read More

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନିଦିନ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପରେ ଆଜି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅପିଲ ପରେ ଏହି ଆନ୍ଦୋଳନ ୯୦ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ…

Read More

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର

ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର #କଟକ (ଏନ୍‌.ଏମ୍‌.): ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ପ୍ରଭାବ ଗୋଟିଏ ଦିନପରେ ଏବେ ବଜାର ଦର ଉପରେ ପଡ଼ିଛି । ବିଶେଷ କରି ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ସିଧାସଳଖ ପ୍ରଭାବ ପରିବା ମାର୍କେଟ ଉପରେ ପଡ଼ିିଛି । ଧୀରେ ଧୀରେ ବଜାରରୁ ପନିପରିବା ଖାଲି ହେବାକୁ ଲାଗିଥିବାବେଳେ ଦର ହୁ ହୁ…

Read More

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି #କଟକ(ଏନ୍‌.ଏମ୍‌.): ଚାଷୀଙ୍କ ଠାରୁ ଧାନ କିଣିବା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ଏ.ଆଇ.କେ.ଏସ୍‌. ସହ-ବନ୍ଧିତ ଓଡ଼ିଶା କୃଷକ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ସେମାନଙ୍କୁ ପରୋକ୍ଷରେ ଅଭାବୀ ବିକ୍ରୀର ଶିକାର ହେବାକୁ ବାଧ୍ୟ କରାଉଛନ୍ତି ବୋଲି କୃଷକ ସଭା…

Read More

କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ

କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍‌ଘାଟନ #କଟକ(ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୫୯ଗୋଟି ୱାର୍ଡ ମଧ୍ୟରୁ ୫୫ନମ୍ବର ୱାର୍ଡ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଶ୍ୱ ମହିଳା ଦିବସ ଅବସରରେ କର୍ପୋରେଟର ବିଶ୍ୱ ବନ୍ଦିତା ପଣ୍ଡା ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇ ସମାଜର ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ୱାର୍ଡରେ ରହୁଥିବା ୱାର୍ଡବାସୀ ବିଭିନ୍ନ କାରଣରୁ ରୋଗାଗ୍ରସ୍ଥ ହୋଇ ସ୍ୱାସ୍ଥ୍ୟ ସେବାରୁ ଯେପରି ବଞ୍ଚିତ…

Read More

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି #ଭୁବନେଶ୍ୱର/ ରାଉରକେଲା (ଏନ୍‌.ଏମ୍‌.): ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପେ୍ଳକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦଘାଟନ କରିଛନ୍ତି…

Read More

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ

କଥା ଦେଇ କଥା ରଖିଲେ ୫ ଟି ସଚିବ ଭି. କେ. ପାଣ୍ଡିଆନ ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟ୍ଟାକୁ ସରକାରଙ୍କ ମୋହର #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଁଳାଡୁବା ଗ୍ରାମର ରଘୁନାଥ ଜୀଉ ମଠ ସନ୍ନିକଟରେ ୧୯୫୮ ମସିହାରେ ସ୍ଥାପିତ ଗୋଶାଳାକୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାର କେବିନେଟରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଅଞ୍ଚଳର କତିପୟ ହାତଗଣତି ଗୋମାତାପ୍ରେମୀ ଏଚ୍ ଏନ୍ ଠାକୁର, ଗଜାନନ ପାଡିଆ, ଗୋବିନ୍ଦ ଅଗ୍ରୱାଲ ମଦନ…

Read More