ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ
ବଦଳିଲା ‘ଖେଳରତ୍ନ ପୁରସ୍କାର’ର ନାମ ନୂଆଦିଲ୍ଲୀ (ଏଜେନ୍ସି): ଦେଶର କ୍ରୀଡ଼ାବିତ୍ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନୂତନ ନାମ କରଣ କରାଯାଇଛି । ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯାଇଛି । ତା’ସହିତ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର’ ନାଁରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ ପୁରସ୍କାରର ନାମ ଘୋଷଣା କରିଛନ୍ତି । ଟୋକିଓ…
