ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ନୂଆଦିଲ୍ଲୀ (ଏଜେନ୍ସି): ହଠାତ ଫେଲ ହୋଇଯାଇଛି ସୋସିଆଲ ମିଡିଆ । ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ସେବା ଠପ୍ ହୋଇ ଯାଇଛି । ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା…

Read More

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଡକ୍ଟର ଶରତ ଚନ୍ଦ୍ର ସାହୁ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଟ୍ରଷ୍ଟ ପକ୍ଷରୁ କଟକ ସହରରେ ଅନେକ ଅତୁଳନୀୟ ସମାଜ ସେବା କାର୍ଯ୍ୟକ୍ରମ କରାଯାଇଛି ଯାହା…

Read More

ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ

ଚୌଦ୍ୱାର-କଟକ, ବିଜୁ ଜନତା ଦଳର ସମାଜସେବା ଅଭିଯାନର ଶୁଭାରମ୍ଭ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତି ବର୍ଷ ଆୟୋଜିତ ହେଉଥିବା ଜନ ସଚେତନତା ପଦଯାତ୍ରା ଅଭିଯାନକୁ ପରିବର୍ତ୍ତନ କରାଯାଇ ଆଜି ଅକ୍ଟୋବର ୦୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସ ଧରି ବିଭିନ୍ନ ସମାଜସେବା ମଧ୍ୟରେ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର…

Read More

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ #ଭୁବନେଶ୍ୱର (ଏନ୍‌.ଏମ୍‌.): ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ତେବେ ସେ ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି । ଏବେ ଦିଲ୍ଲୀପଙ୍କୁ ନେଇ ଓଡ଼ିଆ ଆଜି ଗର୍ବିତ ହୋଇଛନ୍ତି । ଓଡ଼ିଶା ମାଟିର ପୁଅର ପରାକ୍ରମ ଆଜି…

Read More

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ 

ନରସିଂହପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ  #ନରସିଂହପୁର (ଏନ.ଏମ.): ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଡିହ ଗ୍ରାମର ମା ଭୁବନେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ କୋଭିଡ କଟକକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମା’ ଭୁବନେଶ୍ୱରୀ ଏବଂ ସୋମନାଥ ମହାଦେବଙ୍କ ମନ୍ଦିର ପରିସରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ମଞ୍ଚର ସଭାପତି ସଞ୍ଜୟ କୁମାର ଡାଳୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କମଳାଡିହ ସରପଞ୍ଚ…

Read More

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଆସନ୍ତା ଅକ୍ଟୋବର ୪ ତାରିଖରୁ ପ୍ରଦାନ କରାଯିବ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍କୁଲର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପ୍ରମାଣପତ୍ର ନେଇ ପାରିବେ । ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଦ୍ୱାରା…

Read More

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମଆୟୁକ୍ତ ବନମାଳୀ ମହାପାତ୍ରଙ୍କୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଛି । ଏହି ଅବସରରେ ଶ୍ରମ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଏଣ୍ଟ ଲେବର କମିଶନର ନୀଳାମ୍ବର ମିଶାଲ୍ ଉପସ୍ଥିତଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Read More

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଯୋଗଦାନ କରିବା ସହିତ ବିଭିନ୍ନ…

Read More

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ନୂତନ କରୋନା ଗାଇଡଲାଇନ ଘୋଷଣା କରାଯାଇଛି । ଏହି ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ୧ ତାରିଖରୁ ନଭେମ୍ବର ୧ତାରିଖ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏ ନେଇ ଆଜି ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ…

Read More

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ #କୋଣାର୍କ(ଏନ୍‌.ଏମ୍‌.): ସ୍ମୃତିର ଓଡିଶା ଚାରିଟେୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସମେତ ୧୪ଟି ଦେଶର ପ୍ରତିଯୋଗୀ ସାମିଲ…

Read More

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟ ପାଇଁ ଚାରି ଜଣଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ଗତକାଲି ସୁପ୍ରିମକୋଟ କଲେଜିୟମର ଏକ ବୈଠକରେ ୪ଜଣ ନୂତନ ବିଚାରପତିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଏହି ୪ଜଣଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆଇଜୀବୀ ହୋଇଥିବାବେଳେଦୁଇ ଜଣ ଜୁଡ଼ିସିଆଲ ଅଫିସର ରହିଛନ୍ତି । କଲେଜିୟମ ଘୋଷଣା ଅନୁଯାୟୀ ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର…

Read More

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ଚଳିତ ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅବସର ନେଉଛନ୍ତି । ତେଣୁ ସିଏମସି ପକ୍ଷରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଶ୍ରୀ ସାମଲକୁ ଆଜି ସିଏମସିର କାଉନସିଲ ମିଟିଂରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ସିଏମସି ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ଆୟୋଜିତ କାଉନସିଲ ବୈଠକ ଆରଡିସିଙ୍କ ଶେଷ ବୈଠକ ଥିଲା । ଏହି ବୈଠକରେ…

Read More