କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ
କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍.ଏମ୍.): କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । କଟକ ଜିଲ୍ଲାପାଳ କିମ୍ବା ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଖରାରେ ଡହଳ ବିକଳ ହୋଇ ପଡ଼ୁଛନ୍ତି । ଛାଇ ଟିକେ ନପାଇ ଏଣେ ତେଣେ ବୁଲୁଛନ୍ତି । ତେବେ ଜନସାଧାରଣ ଏହି ସମସ୍ୟାକୁ ଉପଲବ୍ଧି କରି ଏହାର ସମାଧନ ନିମନ୍ତେ ଏହି ଅଞ୍ଚଳରେ ବୃକ୍ଷରୋପଣର…
