ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଜଗତପୁର ୪୮ନଂ ୱାର୍ଡ ରେ ରାସନ ସାମଗ୍ରୀ ବଣ୍ଟନ
ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଜଗତପୁର ୪୮ନଂ ୱାର୍ଡ ରେ ରାସନ ସାମଗ୍ରୀ ବଣ୍ଟନ ଜଗତପୁର( ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନଂ ୱାର୍ଡର କିଛି ଗରିବ ଅସହାୟ ପରିବାରଙ୍କୁ “ଅକ୍ଷୟ ପାତ୍ର ଫାଉଣ୍ଡେସନ ” ପକ୍ଷରୁ “ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ” ସହଯୋଗରେ ସିଏମସି ୱାର୍ଡ ଅଫିସ ଠାରେ ରାସନ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇଥିଲା ।ଅକ୍ଷୟ ପାତ୍ର ଫାଉଣ୍ଡେସନ ୪୮ ନଂ ୱାର୍ଡ ରେ ସମୁଦାୟ ୭୦୦ରୁ ଉର୍ଦ୍ଧ୍ବ ରାସନ ପ୍ୟାକେଟ ବଣ୍ଟନ କରିଥିବାବେଳେ…
