ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ’ ଦ୍ୱାରା ଚୌଦ୍ୱାର ମ୍ୟୁନିସିପାଲିଟି ଅନ୍ତର୍ଗତ ୯ନମ୍ବର ୱାର୍ଡ ଅନ୍ତର୍ଗତ ତେଲୁଗୁ ସାହି ମଧ୍ୟରେ ଏକ ସାମୁହିକ ଉନ୍ନୟନ ଗୋଷ୍ଠି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇମ୍ଫା ଉପ-ସଭାପତି ତଥା କାର୍ଯ୍ୟନିର୍ବାହୀ…

Read More

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି ଆଠଗଡ଼(ଏନ୍‌.ଏମ୍‌.): ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚୁକ ବ୍ରତ । ପଞ୍ଚୁକ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ସମ୍ପ୍ରତି କରୋନା କଟକଣା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ତେବେ ଭକ୍ତଙ୍କ ପାଇଁ କଟକଣା…

Read More

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଥମ ଥର ପାଇଁ ଏକା ସଙ୍ଗେ ୧୦ଟି ଚଳଚ୍ଚିତ୍ରର ମହୁରତ କରି ରେକର୍ଡ ସୃଷ୍ଟି କରିଥିଲେ । ଆଉ ଏବେ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ ସୁଟିଂ ସରୁ ସରୁ ଦ୍ୱିତୀୟ ଚଳଚ୍ଚିତ୍ର ଲଭ୍ ୪୨୦ ର ମହୁରତ ସହ ସୁଟିଂ ଆରମ୍ଭ ହୋଇଛି । ବରମୁଣ୍ଡା ସିରିଡ଼ି ସାଇ ମନ୍ଦିରରେ ମୁନ୍ ଟିଭି ମୁଭିଜ୍‌ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି…

Read More

ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର – କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା ଚୌଦ୍ୱାର(ଏନ୍‌.ଏମ୍‌.): ଘୋଡାନାଚ ବିଶାରଦ ଉଚ୍ଛବ ଚରଣ ଦାସ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ହୋଇଥିବାରୁ ଚୌଦ୍ୱାର – କଟକ ଉନୟନ୍ନ ପରିଷଦ ପକ୍ଷରୁ ତାଙ୍କୁ ଚୌଦ୍ୱାର ଟାଉନ ହଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଚୌଦ୍ୱାରବାସୀଙ୍କ ପକ୍ଷରୁ ଚୌଦ୍ୱାର ବରିଷ୍ଠ…

Read More

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା କଟକ (ଏନ୍‌.ଏମ୍‌.): ଜଣେ ସାଧାରଣ ରିକ୍ସା ବାଲା ଏବେ କୋଟି କୋଟି ଟଙ୍କାର ମାଲିକ । କେବଳ ନିଜର ପାରିଶ୍ରମିକ, ନୀତି, ନିଷ୍ଠା, ସହୃଦୟ ଯୋଗୁଁ ଏଭଳି ସୌଭାଗ୍ୟ ପାଇବାରେ ସେ ସଫଳ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରୌପ୍ୟ ନଗର କଟକ ସହରରେ । ଏପରି ମହାନତା ଲାଗି ଜଣେ ବୃଦ୍ଧା ସହରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି…

Read More

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ #କୋଣାର୍କ (ଏନ୍‌.ଏମ୍‌.): କୋଭିଡ କଟକଣା ମଧ୍ୟରେ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଭରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ-୨୦୨୧ । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହାୟତାରେ ୩୧ ବର୍ଷଧରି ନିରବଛିନ୍ନ ଭାବରେ ଏହି…

Read More

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା #ଆଠଗଡ଼(ଏନ୍‌.ଏମ୍‌.): କରୋନା ସଂକ୍ରମଣ ଯୋଗୁଁ ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ପ୍ରଶାସନିକ କଟକଣା ଲଗାଯାଇଛି । ସମ୍ପ୍ରତି କରୋନାର ସଂକ୍ରମଣ ନିୟନ୍ତ୍ରଣାଧିନ ଥିଲେ ମଧ୍ୟ ପୁଣି ବୃଦ୍ଧି ପାଇବା ଆଶଙ୍କାରେ ସରକାର ଓ ପ୍ରଶାସନ ପକ୍ଷରୁ କଟକଣାକୁ ବଳବତ୍ତର ରଖାଯାଇଛି । ବିଶେଷ କରି ପୂର୍ବଭଳି କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ବହୁ ଜନସମାଗମ ଉପରେ ଅଙ୍କୁଶ…

Read More

ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଗୋପାଷ୍ଟମୀ

ଶ୍ରୀ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଗୋପାଷ୍ଟମୀ କଟକ(ଏନ୍‌.ଏମ୍‌.): କରୋନା ମହାମାରୀ ଯୋଗୁଁ ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ନିଆରା ଢଙ୍ଗରେ ଗୋପାଷ୍ଟମୀ ପାଳନ ହୋଇଯାଇଛି । ଗତ ଦୁଇବର୍ଷ ଧରି ଗୋପାଷ୍ଟମୀ ମେଳାକୁ ବନ୍ଦ ରଖାଯାଇଥିବା ବେଳେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୋପାଷ୍ଟମୀ ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାତଃ କାଳରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନେ ଗୋମାତାଙ୍କ ଆର୍ଶୀବାଦ ନେବା ସହ ଦାନ ଦକ୍ଷିଣା ଆଦି ଅର୍ପଣ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଅତ୍ୟାଧୁନିକ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଅତ୍ୟାଧୁନିକ ଓମ୍ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ କଟକ(ଏନ୍‍.ଏମ୍‍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ କଟକ ଜିଲ୍ଲାର ଅରିଲୋ ଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଓମଫେଡ଼ ଡାଇରି ପ୍ଳାଣ୍ଟ ଲୋକାର୍ପିତ ହୋଇଯାଇଛି । ଏଠାରୁ ଦୈନିକ ୫ ଲକ୍ଷ ଲିଟର କ୍ଷୀରର ପ୍ରକ୍ରିୟାକରଣ କରାଯାଇପାରିବ । ଏହାଦ୍ୱାରା ରାଜ୍ୟର ୬…

Read More

ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ

ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): କନ୍ୟା ଏକ୍ସପ୍ରେସ, କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତାକୁ ଦୂର କରିବା ଉଦ୍ଦେଶ୍ୟରେ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଦ୍ୱାରା ଏକ ଅଭିନବ ମୋବାଇଲ୍ ଭ୍ୟାନ୍ ଲଞ୍ଚ କରାଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଗାଡ଼ି ଉଦ୍‌ଘାଟିତ ହୋଇଥିଲା । କନ୍ୟା ଏକ୍ସପ୍ରେସ ନିୟମିତ ଭାବରେ ଯୁବତୀଙ୍କ ହେମୋଗ୍ଲୋବିନ୍‌ସ୍ତର ଯାଞ୍ଚ କରିବ, ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ ବଣ୍ଟନ କରିବାରେ ସହଜ କରିବ…

Read More

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା #କଟକ (ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇ ପାରିନାହିଁ । ସମ୍ପ୍ରତି କଟକ, ଖୋର୍ଦ୍ଧା ଭଳି ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପ୍ରତିଦିନ କିଛିନା କିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଓ ପ୍ରଶାସନ କରୋନା କଟକଣାକୁ ବଳବତ୍ତର ରଖିବାକୁ ବାଧ୍ୟ ହୋଇଛନ୍ତି । ତେବେ କଟକଣାରେ କିଛିଟା କୋହଳ…

Read More

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ

ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ମୋକିମ କଟକ(ଏନ୍‌.ଏମ୍‌.): ଗତ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ରାଜ ରାସ୍ତାରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସାହସିକତାର ସହ ଜଣେ ଲୁଟେରାକୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟ ଜୋର ଜବରଦସ୍ତ କାବୁ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ପ୍ରଜ୍ଞାଙ୍କୁ ତାଙ୍କର ଅସୀମ ଧୈର୍ଯ୍ୟ ଓ ସାହସିକତା…

Read More