ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩
ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗା ଚରଣ ସାମଲଙ୍କୁ ଇଣ୍ଡିଆଜ ରିଜିଓନାଲ ପିଆର ଆୱାର୍ଡସ୍ ୨୦୨୩ ସର୍ବଭାରତୀୟ ସ୍ତରରେ ୪୦ ବର୍ଷରୁ କମ୍ ୪୦ ଲୋକ ସମ୍ପର୍କ ପ୍ରଫେସନାଲଙ୍କୁ ମାନ୍ୟତା #ଭୁୁବନେଶ୍ୱର(ଏନ୍.ଏମ୍.): ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସୋସିଆଲ ପ୍ଲାଟଫର୍ମ ଟ୍ରୋପେଲ୍ ଡଟ୍ କମ୍ ପକ୍ଷରୁ ସଫଳତାର ସହ ଇଣ୍ଡିଆଜ ରିଜିଓନାଲ୍ ପିଆର୍ ଆୱାର୍ଡସ୍ ୪୦ ଅଣ୍ଡର ୪୦ର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଜୟୀତା ତ୍ରିପାଠୀ ଓ ଦୁର୍ଗାଚରଣ ସାମଲଙ୍କୁ ପୁରସ୍କୃତ କରାଯାଇଛି…
