ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ
ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ #ଭଦ୍ରକ(ଏନ୍.ଏମ୍.): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବାସୁଦେବପୁର ପଞ୍ଚାୟତ ସମିତି ଅଧୀନରେ ଥିବା ନବଘନ ସ୍ନାତକ କଲେଜ କରଞ୍ଜାଡ଼ିଆରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ…
